ୟୁଜରନେମକୁ_ନେଇ_ମେଟାର ସ୍ପଷ୍ଟୀକରଣ
ୟୁଜରନେମକୁ_ନେଇ_ମେଟାର_ସ୍ପଷ୍ଟୀକରଣ-ହ୍ବାଟ୍ସଆପ୍ ‘ୟୁଜରନେମ’ ବିବାଦକୁ ନେଇ ମେଟାର ସ୍ପଷ୍ଟୀକରଣ-ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ବିକଳ୍ପ ଅଣାଯାଇଛି-ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବାକୁ ପ୍ରୟାସ-ଏହି ବିକଳ୍ପ ଇଚ୍ଛାଧୀନ, ଗ୍ରାହକ ନ ଚାହିଁଲେ ଏହା ଲାଗୁ ହେବନି l
