କୋଟିଏ_ଟଙ୍କାର_ବାଲି_ଜବତ
କୋଟିଏ_ଟଙ୍କାର_ବାଲି_ଜବତ :#୧୬୩_ଧାରା_ଜାରି-ଜଗତସିଂହପୁରରେ ବେଆଇନ ଗଚ୍ଛିତ ୫୦୦ ଟ୍ରିପ୍ରୁ ଊର୍ଦ୍ଧ୍ବ ବାଲି ଜବତ-ବିରିଡ଼ି ବ୍ଲକ ଶଙ୍ଖାରୀସାହିରେ ଜବତ କଲା ଜିଲ୍ଲା ପ୍ରଶାସନ-ଜବତ ବାଲିର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ଵ ସୂଚନା-ଘଟଣାସ୍ଥଳରେ ୧୬୩ ଜାରି, ଜବତ ବାଲିକୁ ନିଲାମ କରିବ ପ୍ରଶାସନ
