ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରି ଗିରଫ
ଯୁବତୀଙ୍କୁଅଶ୍ଲୀଳଇଙ୍ଗିତକରିଗିରଫ
-ଭୁବନେଶ୍ବରରେ ଅଶ୍ଲୀଳ ଇଙ୍ଗିତ କରି ବ୍ୟବସାୟୀ ଆଶିଷ ବେହେରା ଗିରଫ
-ମର୍ଣ୍ଣିଙ୍ଗ ୱାକରେ ଯାଉଥିବା ଯୁବତୀ ଓ ନାବାଳିକାଙ୍କୁ ଅଶ୍ଲୀଳ ଇଙ୍ଗିତ ଅଭିଯୋଗ
-ଦୁଇଟି ଅଭିଯୋଗ ପରେ ବ୍ୟବସାୟୀଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ
-ପୂର୍ବରୁ ଅଶ୍ଲୀଳ ଇଙ୍ଗିତ ମାମଲାରେ ଗିରଫ ହୋଇ ଜାମିନରେ ଆସିଛନ୍ତି
