ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଡ଼ା ନିନ୍ଦା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଡ଼ା ନିନ୍ଦା-ଇସ୍କନର ଅଭଦ୍ରାମୀକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା-ଦୁର୍ଭାଗ୍ୟଜନକ କହି କଡ଼ା ନିନ୍ଦା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖିତ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ଜଗନ୍ନାଥଙ୍କ ପ୍ରକୃତ ଭକ୍ତ କେବେ କାହାକୁ ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେଇପାରିବେନି-ଆଶା କରୁଛି,ସମୟକ୍ରମେ ସମସ୍ତ ବ୍ୟକ୍ତି ଶାସ୍ତ୍ରକୁ ସମ୍ମାନ ଦେବେ-ପରମ୍ପରା ବଜାୟ ରଖିବେ, ସଂସ୍କୃତି ଓ ଐତିହ୍ୟର ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବେ

Leave a Reply

Your email address will not be published. Required fields are marked *