ନିଆଁ ଲାଗି ମା ମୃତ ୪ପୁଅ ଆହତ l
ନିଆଁ ଲାଗି ମା ମୃତ ୪ପୁଅ ଆହତ l ବାଲିଗୁଡ଼ାରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର…..ନିଆଁ ଲାଗି ପରିବାରର ମା’ ଜୀବନ୍ତ ଦଗ୍ଧ, ୪ ପୁଅ ଆହତ…..ଆହତ ୪ ଭାଇଙ୍କ ମଧ୍ୟରୁ ୨ ଜଣଙ୍କୁ ଫୁଲବାଣୀ ସ୍ଥାନାନ୍ତର…..ଗତରାତିରେ ସୁଡ୍ରା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା…..ବିଦ୍ୟୁତ୍ ନଥିବାରୁ ଲାଗିଥିବା ମହମବତୀ ସଂସ୍ପର୍ଶରେ ଆସିଥିଲା ସିଲିଣ୍ଡର…..
