ହିଟ ୱେଭ୍ର ସାମ୍ନା କରିବାକୁ ନୂଆ SOP
ହିଟ ୱେଭ୍ର ସାମ୍ନା କରିବାକୁ ନୂଆ SOP l ହିଟ ୱେଭକୁ ସାମ୍ନା କରିବା ପାଇଁ ନୂଆ SOP ପ୍ରସ୍ତୁତ କରିଛି ରାଜସ୍ବ ବିଭାଗ……ଏନେଇ ଜିଲ୍ଲାପାଳ ମାନଙ୍କ ସହ VCରେ ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ……ଅଧିକ ଖରା ହେଉଥିବା ଜାଗାରେ ନିର୍ମାଣ ହେବ ହିଟ୍ ୱେଭ ଆଶ୍ରୟସ୍ଥଳୀ……ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ORS, ପିଇବା ପାଣିର ହେବ ବ୍ୟବସ୍ଥା…….ଆବଶ୍ୟକ ପଡ଼ିଲେ ୨୦ ମିନିଟ୍ରେ ଆମ୍ବୁଲାନ୍ସ ପହଞ୍ଚିବାକୁ ସତର୍କ କରାଯାଇଛି……ଯେଉଁଠି ତାତି ବଢୁଛି ସେଠି ସ୍କୁଲ ଛୁଟି ପାଇଁ ଜିଲ୍ଲପାଳଙ୍କୁ କ୍ଷମତା ଦିଆଯାଇଛି……ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତି ପୂରଣର ବ୍ୟବସ୍ଥା କରାଯାଇଛି: ରାଜସ୍ବମନ୍ତ୍ରୀ…….ଅଂଶୁଘାତ ମୃତ୍ୟୁ ରିପୋର୍ଟର ୨୪ ଘଣ୍ଟା ଭିତରେ ମିଳିବ ଆର୍ଥିକ ସହାୟତା……
