ପୁରୀ bjp ଯୁବ ମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା
ଆଜି ପୁରୀ bjp ଯୁବ ମୋର୍ଚ୍ଚା ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅୟୋଜନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରୁ ଏହି ଯାତ୍ରା ଆରମ୍ଭ ହୋଇ ବଡ଼ଶଙ୍ଖ ଦେଇ ରେଡକ୍ରସ ରୋଡ ଦେଇ ଷ୍ଟେସନ ବଜାର ନିକଟରେ ସହିଦ୍ ଜୟୀ ରାଜଗୁରୁଙ୍କ ପ୍ରତିମୃତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏହି ଶୋଭାଯାତ୍ରା ସମାପନ କରାଯାଇଥିଲା।। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଂ, ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ସଜନ ଶର୍ମା, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଡ଼ା ଦେବେନ୍ଦ୍ର ନାଥ ତରେଇ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ, ମହିଳା ମୋର୍ଚ୍ଚା ସଭାନେତ୍ରି ଜ୍ୟୋତି ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଉମା କାନ୍ତ ନାୟକ, ଦିଗ୍ଦର୍ଶନ ପଟ୍ଟନାୟକ, ମଧୁ ସିଂହାରୀ, ରବି ଦାଶ, ରଞ୍ଜିତା ଦାଶ,ମନୋରଞ୍ଜନ ପ୍ରଧାନ, ହରୀ ହର ମହାପାତ୍ର, ଦେବ ପ୍ରସନ୍ନ ସ୍ବାଇଁ, ଅକ୍ଷୟ ମହାନ୍ତି, ସୁଦେଶା ପଣ୍ଡା, କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ସୋମନାଥ ଖୁଣ୍ଟିଆ, ସୌମ୍ୟ ମିଶ୍ର, ସୁଦର୍ଶନ ସାହୁ, ଅନିତା ପଟ୍ଟନାୟକ, ଅନିଲ ସାହୁ, ସଂଗ୍ରାମ ପରିଡା, ଶିବ ନାରାୟଣ ଦାଶ, ସଂଗ୍ରାମ ପରିଡା, ବିଭୁ ରଥ, ଚିତା ବିଶ୍ଵାଳ , ମମତା ପ୍ରଧାନ, ଭବାନୀ ଆଚାର୍ଯ୍ୟ, ସ୍ନେହାସିସ ଦାଶ, ପ୍ରମୁଖ ଉପସ୍ଥିତ ଥିଲେ।।
