ସପ୍ତଦଶ ବାର୍ଷିକ ଜନ୍ମତ୍ସୋବ ବିଶ୍ଵଶାନ୍ତି ମହାଯଜ୍ଞ ଉତ୍ସବ ପାଳିତ
.ଜଗତ୍ସିଂହପୁର ଜିଲ୍ଲା କଲରାବାଙ୍କ ଗ୍ରାମରେ ଡଃ ଅଚୁତସାମନ୍ତ ଙ୍କ ନେତୃତ୍ଵରେ ତା 19_5_2024ରିଖରୁ ତା 22_5_2024 ରିଖ ପର୍ଯ୍ୟନ୍ତ ବିଶ୍ଵଶାନ୍ତି ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି. ଏହି ମହାଯଜ୍ଞ ରେ ଶତାଧିକ ଶ୍ରଦ୍ଧାଳୁ ବେଶ୍ ଭିଡ ଜମିବାରେ ଦେଖିବାକୁ ମିଳିଥିଲା ,ଅନ୍ୟ ରାଜ୍ୟ ରୁ ବହୁ ବାବାଙ୍କର ସମାଗମ ଦେଖିବାକୁ ମିଳିଥିଲା. ଏହି ପୂର୍ଣ୍ଣାହୁତି ଯଜ୍ଞ ରେ କଲରାବାଙ୍କ ତଥା ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁ ବହୁ ଆନନ୍ଦ ର ସହିତ ଏହି ମହାଯଜ୍ଞ କୁ ଉପଭୋଗ କରିଥିଲେ. ଶେଷରେ ପ୍ରଭୁଙ୍କର ବିଭୁକୃପା ଲାଭ କରିବା ସହିତ ଚରୁଅର୍ଣ୍ଣ ଓ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରିଥିଲେ
