ନୀଳାଚଳ ନାରାୟଣ ସଂସ୍କୃତ ମହା ବିଦ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳନ

ନୀଳାଚଳ ନାରାୟଣ ସଂସ୍କୃତ ମହା ବିଦ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳନ
ଜାତୀୟ ସେବା ସୌଜନ୍ୟ ରେ ନୀଳାଚଳ ନାରାୟଣସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି l ଅଧ୍ୟକ୍ଷl ଡ଼. ମୀରାରାଣୀ ଖଣ୍ଡୁଆଳ ପତ୍ତାକା ଉତ୍ତୋଳନ କରିଥିଲେl

କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡ଼. ବଳରାମ ଦାଶ ଓ ଡ଼.ଶ୍ରୀନିବାସ ସାହୁ ଓ ଜାତୀୟ ସେବାଯୋଜନା ର ସ୍ବେଛାସେବୀ ମାନେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚlରଣ କରିଥିଲେ l ଏଥି ସହିତ ସଫେଇ ତଥା ସେବlମୂଳକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *