ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ପତାକା ଉତ୍ତୋଳନଖୋର୍ଦ୍ଧା

ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ୭୮ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏଠାରେ ପ୍ରେସ କ୍ଲବ ର ଉପଦେଷ୍ଟା ତପନ କୁମାର ନାୟକ ପତାକା ଉତ୍ତୋଳନ କରିଥିଲେ।ଏହି ଅବସର ରେ ପ୍ରେସ କ୍ଲବ ପକ୍ଷରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମହମଦ ମହସିନ ଖାନଙ୍କୁ କ୍ଲବ ପକ୍ଷରୁ ସଂମାନିତ କରାଯାଇଥିଲା। ଏଥିରେ କ୍ଲବ ସଭାପତି ଶୁଭ୍ରାଂଶୁ ସାମନ୍ତରାୟ, ପ୍ରକାଶ ହାତୀ, ପ୍ରଭାତ ପାଣିଗ୍ରାହୀ, ପ୍ରବୀଣ ଭଞ୍ଜ, ଗୋପାଳ ଦାସ, ଦିଲ୍ଲୀପ ପଟ୍ଟନାୟକ, ଗୋପାଳ ପ୍ରଧାନ, ରାଜେଶ ମହାନ୍ତି, ଲୀୟାକତ ଅଲି, ଅବ୍ରାରୂଲ ହକ, ମୋତାହାର ୟୁସୁଫ, ଆକାଶ ବିଶ୍ୱାଳ, କେଦାର ସାହୁ, ମନୋରଞ୍ଜନ ସାହୁ, ଦୁର୍ଗାପ୍ରସାଦ ଷଡଙ୍ଗୀ, ସୁବ୍ରତ ରଣା, କୁତୁବଦ୍ଦିନ ଖାନ, ଅୟସ ମହାନ୍ତି, ରାଜୀବ ମହାପାତ୍ର, ଇଶ୍ୱର ଚନ୍ଦ୍ର ମଙ୍ଗରାଜ, ସେକ ଜାଫର ପ୍ରମୁଖ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ । ପରେ ସ୍ବାଧୀନତା ଦିବସ ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନେ ନିଜ ମତ ରଖିଥିଲେ।

Leave a Reply

Your email address will not be published. Required fields are marked *