ରାଜ ଫର୍ନିଚର ସହିତ ଯୋଡିହେଲା ଫିନେସ୍ତା କମ୍ପାନୀ
ଯାଜପୁର ରୋଡ ଥିବା ରାଜ ଫର୍ନିଚର ସହିତ ଯୋଡିହେଲା ଫିନେସ୍ତା କମ୍ପାନୀ l ଏହି କମ୍ପାନୀ ଗରାଖ ମାନଙ୍କ ପାଇଁ ଆଣିଦେଇଛି ସୁନ୍ଦର ସୁନ୍ଦର କବାଟ ଓ ଝରକା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ l ପ୍ରୋପାଇଟର ସମୀର କୁମାର ରାଜ ଏବଂ ବିଶ୍ୱଭୂଷଣ ଲେଙ୍କା ଉତ୍ତରୀ ଓ ପୁଷ୍ପ ଗୁଚ୍ଛ ଦେଇ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ l ରାଜ ଫର୍ନିଚର ର ସମସ୍ତ କର୍ମ କର୍ମକର୍ତ୍ତା ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
