ଭାରତୀୟ ତଟରକ୍ଷୀ ବାହିନୀର ତ୍ୱରିତ ପଦକ୍ଷେପ

ଭାରତୀୟ ତଟରକ୍ଷୀ ବାହିନୀର ତ୍ୱରିତ ପଦକ୍ଷେପ ଓ ଅକ୍ଲାନ୍ତ ପରିଶ୍ରମରେ ବଂଚିଯାଇଛି ୧୧ ମୂଲ୍ୟବାନ ଜୀବନ । ବୁଡି ଯାଉଥିବା ଆଇଟିଟି ପୁମା ନାମକ ଏକ ଜାହାଜର ୧୧ଜଣ କ୍ରିୟୁ ମେମ୍ବରଙ୍କୁ ତଟରକ୍ଷୀ ବାହିନୀ ଅଥଳ ଜଳରାଶିରୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଏବେ ବି ୩ କ୍ରିୟୁ ମେମ୍ବର ନିଖୋଜ ଥିବା ଜଣାଯାଇଛି ।ଆଇଟିଟି ପୁମା ନାମକ ଏକ ଜାହାଜ କଲିକତାରୁ ପୋର୍ଟବ୍ଲେୟାର ଅଭିମୁଖେ ଯାଉଥିବା ବେଳେ ସାଗର ଦ୍ବୀପର ଦକ୍ଷିଣ ଦିଗରେ ୯୦ ନଟିକାଲ ମାଇଲ ଦୂରରେ କୌଣସି କାରଣରୁ ବୁଡିବାକୁ ଲାଗିଲା ।ଭିଓ-୧-ଦେବଦୂତ ସାଜିଲେ ଭାରତୀୟ ତଟ ରଖି ବାହିନୀ । ଅଥଳ ଓ ଅଶାନ୍ତ ସମୁଦ୍ରର ଅଗଭୀର ଜଳରାଶି ରୁ ଉଦ୍ଧାର କଲେ 11 ଜୀବନ ।

ଆଇ ଟିଟି ପୁମା ନାମକ ଏହି ଜାହାଜ କୋଲକାତା ରୁ 32ଟି କଣ୍ଟେନର ଓ ବ୍ଲକ କରଗୋ ନେଇ ପୋର୍ଟ ବ୍ଲେୟାର ଅଭିମୁଖେ ଯାତ୍ରା କରୁଥିବା ବେଳେ ସାଗର ଦୀପ ନିକଟରେ ଦକ୍ଷିଣ କୁ 90 ନଟିକାଲ ମାଇଲ ଦୂରରେ ହଟାତ ଯନ୍ତ୍ରାଂଶ ଅଚଳ ହୋଇଯିବାରୁ ଜାହାଜଟି ବୁଡିବା ଆରମ୍ଭ କରିଥିଲା । ଏହା ଦେଖି ଏଥିରେ ଥିବା କ୍ରିୟୁ ମେମ୍ବର ମାନେ ଭାରତୀୟ ତଟ ରଖି ବାହିନୀକୁ ଯୋଗାଯୋଗ କରିଥିଲେ । ଭାରତୀୟ ତଟରଖି ବାହିନୀ ର ଯବାନ ଆଇସିଜି ଅମୋଘ ଓ ଆଇସିଜି ସାରଙ୍ଗ ସହ ଏକ ଏୟାର କ୍ରାଫ୍ଟ ମାଧ୍ୟମରେ ଅଥଳ ସମୁଦ୍ର ଭିତରେ ଦୀର୍ଘ ସମୟ ପରିଶ୍ରମ କରି 11 ଜଣ କ୍ରିୟୁ ମେମ୍ବର ମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଉଦ୍ଧାର ହୋଇଥିବା ଏହି କ୍ରିୟୁ ମେମ୍ବର ମାନେ ନୂଆ ଜୀବନ ପାଇ ଥିବାର କହିବା ସହ ଭାରତୀୟ ତଟରଖି ବାହିନୀକୁ ବେଶ ପ୍ରସଂଶା କରିଛନ୍ତି ।ବାଇଟ-୧-ସୟଦ ବାକର ହାସନ ଜଫ୍ରି,ସେକେଣ୍ଡ ଅଫିସର,ଭିଓ-୨- ଜାହାଜ ୧୪ଜଣ ଭାରତୀୟ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୧ ଜଣ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ୩ ଜଣ ନିଖୋଜ ଥିବା ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ସୁରକ୍ଷିତ ଉଦ୍ଧାର ହୋଇଥିବା ୧୧ଜଣ କ୍ରିୟୁ ମେମ୍ବରଙ୍କୁ ତଟରକ୍ଷୀ ବାହାନୀ ପକ୍ଷରୁ ପାରାଦ୍ବୀପ ଅଣାଯାଇଛି । ଜାହାଜ ବୁଡିବାକୁ ଆରମ୍ଭ କରୁଥିବା ବେଳେ ଏହାକୁ ବିପଦରୁ ରକ୍ଷା କରିବା ପାଇଁ କ୍ରିୟୁ ମେମ୍ବର ମାନେ ବହୁ ଉଦ୍ୟମ କରି ବିଫଳ ହୋଇଥିଲେ । ଗୋଟିଏ ପଟେ ଜୀବନ ଆଉ ଗୋଟିଏ ପଟେ ମୃତ୍ୟୁ ଆଉ ମଝିରେ ଅସହାୟ ପଲଟିଥିବା ଏହି କ୍ରିୟୁ ମେମ୍ବର ମାନେ ନୂଆ ଜୀବନ ପାଇବା ପରେ ସେହି କାଲରାତ୍ରିର ଭୟାନକ ଦୃଶ୍ୟକୁ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ।ବାଇଟ-୨-ଦିବାକର ସାହୁ,ଚିଫ ଇଂଜିନିୟର,ଆଇ ଟିଟି ପୁମା ।ଏଫଭିଓ-କ୍ୟାପଟେନ ଙ୍କ ସହ ମୋଟ ତିନି ଜଣ ନିଖୋଜ ଥିବା ବେଳେ ସେମାନେ ନିବନ୍ତ କି ମୃତ ତାହା ଜଣା ପଡ଼ିନାହିଁ ।

Leave a Reply

Your email address will not be published. Required fields are marked *