ଭଦ୍ରକରେ ବାଇକ୍ ଚୋରୀ ରାକେଟ ଠାବ

ଟାଉନ ପୋଲିସ ଦ୍ଵାରା ବିଭିନ୍ନ ସ୍ଥାନରୁ ୨୨ଟି ବିଭିନ୍ନ ପ୍ରକାରର ବାଇକ ସହ ୪ ଜଣ ଚୋରକୁ ଧରିଲା ଟାଉନ ପୋଲିସ ।‌ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଧରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ

Leave a Reply

Your email address will not be published. Required fields are marked *