ଦକ୍ଷ ଓଡ଼ିଶା ବିକଶିତ ଓଡ଼ିଶା ବାର୍ଷା ନେଇ ଜିଲ୍ଲାରେ ଗଡ଼ିଲା କୌଶଳ ରଥ

ପୂର୍ବ ପ୍ରସ୍ତୁତି ଓ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ଜିଲ୍ଲାରେ କୌଶଳ ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ନଡ଼ିଆ ଭାଙ୍ଗି, ଫିତାକାଟି ପତାକା ପ୍ରଦର୍ଶନ ପୂର୍ବକ ରଥ ପରିକ୍ରମାର ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏସ.ପି. ବରୁଣ ଗୁଣ୍ଡୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ,ସିଟି.ଡି.ଏସ୍.ପି. ଅଂଶୁମାନ ଦ୍ବିବେଦୀ କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ଦକ୍ଷତା ଓ ନିୟୋଜନ ଅଧିକାରୀ ଅନୀତା ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରଥ ଭିତରେ ବୁଲି ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦକ୍ଷତା ବିକାଶ ନେଇ ଆଗ୍ରହ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ସ୍ଥାନିତ ସମସ୍ତ ବୈଷୟିକ ବ୍ୟବସ୍ଥାକୁ ପର୍ଯ୍ୟବେକ୍ଷଣ କରିଥିଲେ ।ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟି ଷୟିକ ଶିକ୍ଷା । ବିଭାଗ ଦ୍ୱାରା ଦକ୍ଷ ଓଡ଼ିଶା ବିକଶିତ ଓଡ଼ିଶା ବାର୍ଭାର ପ୍ରସ୍ପର ସହିତ ସ୍କୁଲ, କଲେଜ, ଶିଶୁଯନ୍ ଅନୁଷ୍ଠାନ ଆଦିର ଛାତ୍ର ଛାତ୍ରୀମାନଙ୍କୁ ନୂତନ ଜ୍ଞାନ କୌଶଳ, ବୈଷୟିକ ଶିକ୍ଷା, ଦକ୍ଷତା ବିକାଶ ଆଦି ସମ୍ପର୍କରେ ଅବଗତ କରାଇବା ଆଭିମୁଖ୍ୟ । ରଥ ଅଗଷ୍ଟ ୨୮ ରୁ ୩୧ ପର୍ଯ୍ୟନ୍ତ ୪ ଦିନ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି କେନ୍ଦ୍ର, ସରକାରୀ ପଲିଟେକ୍‌ନିକ୍ କଲେଜ କରାଯାଇଛି । ନେଇ ର ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଥିବା ଏହି କୌଶଳ ଧରି ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ୍ ଓପୌରାଞ୍ଚଳରେ ପରିକ୍ରମା କରିବା ସ୍କୁଲ, କଲେଜ, ଶିଶୁଯନ୍ ଅନୁଷ୍ଠାନ ଶିଳ୍ପ ତାଲିମ୍ । ପୂର୍ବରୁ ଚିହ୍ନଟ କରାଯାଇଥିବା ବିଭିନ୍ନ ସ୍କୁଲ, ଲେଜ ଆଦି ଶିକ୍ଷାନୁଷ୍ଠାନକୁ ଏହି ରଥ ପରିକ୍ରମା କରିବା ନେଇ ସୂଚନା ପ୍ରଦାନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଫେଲୋସିପ୍ ଶିଶୁଯନ୍ ଅନୁଷ୍ଠାନର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ରଥକୁ ସ୍ଵାଗତ କରାଯାଇଥିଲା ।

ମୁକ୍ତାଶ୍ରୟ ଗୃହ ଆସିଆନାର ଛାତ୍ରୀମାନେ ରଙ୍ଗୋଲିରେ ସ୍ଵାଗତ ଜଣାଇଥିଲେ । ଗାନ୍ଧି ଓଡ଼ିଶା ବାଳାଶ୍ରମ, ଦରିଦ୍ର ନାରାୟଣ ସେବାଶ୍ରମ, ଲାଙ୍ଗୁଡ଼ିର ଛାତ୍ରଛାତ୍ରୀମାନେ ଦକ୍ଷତା ବିକାଶର ବାର୍ଭା ନେଇ ବିଭିନ୍ନ ପ୍ଲାକାର୍ଡ଼ ପ୍ରଦର୍ଶନ କରିଥିଲେ । ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ଆସିଆନାର ସଂଯୋଜକ ସିଆଇ ଅହମ୍ମଦ, ଫେଲୋସିପ୍‌ର ଯୋଗମାୟା ଗନ୍ଧ ପ୍ରମୁଖ ଏହି ଉଦ୍‌ଘାଟନା କାର୍ଯ୍ୟକ୍ରମ ଆକାନରେ ସହଯୋଗ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ବାଲ୍ୟ ବିବାହ ନିଷେଦ୍ଧ ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ ରଞ୍ଜନ ରାଉତ ପ୍ରମୁଖ ମଧ୍ଯ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭଦ୍ରକ ଟାଉନ୍ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ଉପସ୍ଥିତ ରହି ରଥର ସୁରକ୍ଷା, ଟ୍ରାଫିକ୍ ଓ ଶାନ୍ତ ଶୃଙ୍ଖଳା ପାଇଁ ପୋଲିସ୍ ମୂତୟନ କରିଥିଲେ । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର କର୍ମପ୍ତରୀ ଜୟକିଷାନ ମଲ୍ଲିକ୍, ଗାୟତ୍ରୀ ବେହେରା, ବିଭୂତି ପାଣିଗ୍ରାହୀ, ଶୁଭସ୍ମିତା ସୂତ୍ରଧର, ଦିଲୀପ ଶେଖର ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିପ୍ପଳନା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *