ନଦୀକୁ ଡେଇଁ ମହିଳା ନିଖୋଜ।

ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ଫତେପୁର ଗାଁରେ। ଫତେପୁର ନିକଟ ଲୁଣା ନଦୀରେ ବାଲିଅପଦା ଗାଁର ପୁଷ୍ପାଞ୍ଜଳୀ ମଳିକ ଆଜି ଲୁଣା ନଦୀର ଫତେପୁର ନିକଟ ସ୍ଫରଉପରକୁ ଯାଇ ନଦୀ ଭିତରକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଘରୋଇ ସଂସ୍ଥାରୁ ଋଣକୁ ନେଉ ସ୍ବାମିସ୍ତ୍ରୀ ଭିତରେ ଝଗଡା ହୋଇଥିବା ନେଇ ନିଖୋଜ ମହିଳାଙ୍କ ମାମୁଁ ଅଭିଯୋଗ କରିଛନ୍ତି। ତେବେ ସେ ଦୁଇ ହଜାର ଟଙ୍କାଙ୍କୁ ନେଇ ତାଙ୍କ ଦୁଇ ଜଣଙ୍କ ଭିତରେ ସାମାନ୍ୟ ମାନମାଳିନ୍ୟ ଥିବା ବୋଲି ନିଖୋଜ ମହିଳାଙ୍କ ସ୍ୱାମୀ କହିଛନ୍ତି। ମହିଳା ଜଣଙ୍କୁ ଏବେ ଖୋଜାଖୋଜି ଚାଲିଛି।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ

Leave a Reply

Your email address will not be published. Required fields are marked *