ଆସିଛି ଜନାଦେଶ
ଆସିଛି ଜନାଦେଶ । ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ 31 ହଜାରରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନ ରେ ବିଜୟ ହୋଇ ଛନ୍ତି । ଯାହାକୁ ନେଇ ବିଜେପି ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏ ବିଜୟ ଜନସାଧାରଣ ଙ୍କ ର ବିଜୟ ବୋଲି ଅମରେନ୍ଦ୍ର କହିଛନ୍ତି ।
