ଠିକା_ନିଯୁକ୍ତି_ବନ୍ଦ_କରିଛନ୍ତି_ଆମ_ସରକାର
#ଠିକା_ନିଯୁକ୍ତି_ବନ୍ଦ_କରିଛନ୍ତି_ଆମ_ସରକାର: #CM-ନିଯୁକ୍ତି ମେଳାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ CM ମୋହନ ମାଝୀ-ପୂର୍ବ ସରକାରରେ କେବଳ ଠିକା ନିଯୁକ୍ତି ଓ ଆଉଟସୋର୍ସିଂ ଚାଲିଥିଲା-ଠିକା ବ୍ୟବସ୍ଥା ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଛନ୍ତି ଆମ ସରକାର-ଆମେ ସରକାରକୁ ଆସିବା ପରଠାରୁ ୨୮,୬୯୩ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି-ଆସନ୍ତା ୩ ବର୍ଷ ମଧ୍ୟରେ ୪୫ ହଜାର ନୂତନ ନିଯୁକ୍ତି ପ୍ରଦାନ କରାଯିବ l
