ହଜାରେ_ଘର_ଏବଂ_୭୪_ହଜାର_ହେକ୍ଟର_ଚାଷଜମି_କ୍ଷତିଗ୍ରସ୍ତ

#ହଜାରେ_ଘର_ଏବଂ_୭୪_ହଜାର_ହେକ୍ଟର_ଚାଷଜମି_କ୍ଷତିଗ୍ରସ୍ତ-ବନ୍ୟା କ୍ଷୟକ୍ଷତି ସଂପର୍କରେ SRC ରାଜେଶ ପ୍ରଭାକର ପାଟିଲଙ୍କ ପ୍ରେସମିଟ-ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ ଓ ୩୯୮ ଗାଁ ପ୍ରଭାବିତ-ଗଞ୍ଜାମରେ ୧ ଲକ୍ଷ ୫ ହଜାର ଲୋକ ପ୍ରଭାବିତ୭୪ ହଜାର ହେକ୍ଟର ଚାଷ ଜମି, ୧ ହଜାର ବାସଗୃହ କ୍ଷତିଗ୍ରସ୍ତ-ପ୍ରାୟ ସବୁ ମୋବାଇଲ ଟାୱାର କାମ କଲାଣି, ବିଦ୍ୟୁତ ରିଷ୍ଟୋର ହେଲାଣି-୫୬ ପ୍ରତିଶତ ନଳକୂପ କାର୍ଯ୍ୟକ୍ଷମ ହୋଇ ସାରିଲାଣି- SRCଭଞ୍ଜନଗରର ଭୂସ୍ଖଳନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି-୧୨ ନିଖୋଜଙ୍କ ଭିତରୁ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି l

Leave a Reply

Your email address will not be published. Required fields are marked *