ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର
ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ଯାହାକି ସୁବର୍ଣପୁର ଜିଲ୍ଲାର ଗର୍ବ ଓ ଗୌରବ ।ଏଠାରେ ପ୍ରତି ଦିନ ହଜାର ହଜାର ଦର୍ଶକଙ୍କ ଭିଡ ପରିଲକ୍ଷିତ ହେଉଥିବା ବେଳେ ବହୁ ଦୁଃଖର ବିଷୟ ନା ଚାଲୁଚି ୱାଟର କୁଲ ମେସିନ ନା ରହିଛି କିଛି ଶୌଚାଳୟର ବ୍ୟବସ୍ଥା ଯେତେ ଭି ପାଣି ଟ୍ୟାପ ସବୁ ଅକାମି । ମାତ୍ର ପ୍ରଶାସନ ତଥା ଟ୍ରଷ୍ଟ ଏ ଛୋଟ ଛୋଟ ମୌଳିକ ସୁବିଧା ଯୋଗେଇ ପାରୁନଥିବାରୁ ଜନସାଧାରଣ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।
