କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ-ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ନିର୍ଦ୍ଦେଶ-ମେ ୩୧ ସୁଦ୍ଧା ସ୍ଵ-କାର୍ଯ୍ୟଦକ୍ଷତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ-ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ-ଏଣିକି ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ନିସ୍ତାର ନାହିଁ-କେତେ କାମ କରୁଛନ୍ତି, ତାହାର ହିସାବ ନିକାଶ ହେବ l

Leave a Reply

Your email address will not be published. Required fields are marked *