କଲମାରୁ_ପାଣି_ଛାଡ଼ିଲା_ଛତିଶଗଡ଼
କଲମାରୁ_ପାଣି_ଛାଡ଼ିଲା_ଛତିଶଗଡ଼-ମୌସୁମୀ ବର୍ଷା ପୂର୍ବରୁ କଲମା ବ୍ୟାରେଜରୁ ପାଣି ଛାଡ଼ିଲା ଛତିଶଗଡ଼-କଲମା ବ୍ୟାରେଜରେ ୧୭ଟି ଗେଟ୍ ଦେଇ ମହାନଦୀକୁ ଆସୁଛି ପାଣି -କଲମା ଖୋଲିବା ଫଳରେ ମହାନଦୀରେ ପାଣି ପ୍ରବାହିତ ହେଉଛି-ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି-ଏବେ ହୀରାକୁଦର ଜଳସ୍ତର ୬୦୧.୫୬ ଫୁଟ ରହିଛି-ଜଳଭଣ୍ତାରକୁ ୫୧.୩୩୫ କ୍ୟୁସେକ ଜଳ ପ୍ରବେଶ କରୁଛି
