ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ଯଥାକ୍ରମେ ୫ ଟଙ୍କା ଓ ୩ ଟଙ୍କାର ହ୍ରାସ
ଘରୋଇ ତୈଳ ବିପଣନ କମ୍ପାନି ନାୟରା ଏନର୍ଜି ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ଯଥାକ୍ରମେ ୫ ଟଙ୍କା ଓ ୩ ଟଙ୍କାର ହ୍ରାସ କରାଯାଇଛି…….ସାରା ଦେଶରେ ଥିବା ପ୍ରାୟ ୭୦୦୦ ନାୟରା ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଆଗକୁ ଶସ୍ତାରେ ତେଲ କିଣିପାରିବେ…….ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭୫ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବା ପରେ ପ୍ରଥମ କମ୍ପାନି ଭାବେ ନାୟରା ଏନର୍ଜି ପେଟ୍ରୋଲ ଓ ଡିଜେଲ ଦର କମାଇଛି…….
