ଖୁବ୍‌ଶୀଘ୍ର_ପିଲା_ପାଇବେ_ନୂଆ ପୁସ୍ତକ

ଖୁବ୍‌ଶୀଘ୍ର_ପିଲା_ପାଇବେ_ନୂଆ_ପୁସ୍ତକ-ପୁସ୍ତକ ତ୍ରୁଟି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ପ୍ରେସ୍‌ମିଟ୍-ଖୁବ୍‌ଶୀଘ୍ର ପିଲାମାନେ ନୂଆ ତ୍ରୁଟିଶୂନ୍ୟ ପୁସ୍ତକ ପାଇବେ-ନୂଆ ପାଠ୍ୟପୁସ୍ତକ ଯୋଗାଇଦେବେ ରାଜ୍ୟ ସରକାର-ଖୁବ୍‌ଶୀଘ୍ର ମିଳିବ କହିଲେ ସଚିବ ଏନ୍‌. ତିରୁମାଳା ନାୟକ-ଖୁବ୍‌ କମ୍ ଦିନ ମଧ୍ୟରେ ନୂଆ ପୁସ୍ତକ ଯୋଗାଇ ଦିଆଯିବ-ସଂଶୋଧିତ ପୁସ୍ତକ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ-ପୁସ୍ତକରେ ଥିବା ତ୍ରୁଟିଗୁଡ଼ିକୁ ଶିକ୍ଷାବିତ୍‌ମାନେ ତର୍ଜମା କରୁଛନ୍ତି-ଗୁରୁଚଣ୍ଡାଳ ଭୁଲ୍‌କୁ ସୁଧାରିବୁ, ତ୍ରୁଟିଶୂନ୍ୟ ପୁସ୍ତକ ଦେବୁ-ପୁସ୍ତକ ତ୍ରୁଟିକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published. Required fields are marked *