ତୁମେ ଆସ
ହିମାଦ୍ରି ମେହର ( କବି )
ତୁମେ ଆସ.
, ତୁମେ ହିଁ ଆସ,
ବାରମ୍ବାର ଆସ
,ସବୁବେଳେ ସ୍ୱାଗତ।
ଅନ୍ତର ରୁ ସ୍ୱାଗତ।
ମୋତେ କୁହନାହି ଯିବାକୁତୁମ ପାଖକୁ।
ଯେବେ ଯାଇଛି।
, ରାସ୍ତା ଯାକ ମଲମ ଲଗେଇ ଫେରିଛି।
ତେଣୁ ତୁମେ ଆସ।
ତୁମେ ଆସିଲେ ମଲମ ର ଦରକାର ନାହିଁ କାହାକୁ ବି।
ଇଚ୍ଛା ତୁମର।
କିନ୍ତୁ ତୁମକୁ ଆସିବାକୁ ହେବ।
କଥା ଦେଉଛିସବୁ ସାଇତି ନେବିସ୍ନେହ ଦେଇ।
