HIVକୁ_ନେଇ_ଜେଲ୍ରେ_ସତର୍କତାଜେଲରେ
HIVକୁ_ନେଇ_ଜେଲ୍ରେ_ସତର୍କତାଜେଲରେ ଏଚଆଇଭି ପଜିଟିଭ ବୃଦ୍ଧି ନେଇ ଜେଲ୍ ଡିଜିଙ୍କ ପ୍ରତିକ୍ରିୟା……ଏବେ ସେମିତି କିଛି ନଜରକୁ ଆସିନି, ପ୍ରୋଟୋକଲ ଫଲୋ କରାଯାଉଛି…..୨୪ ଘଣ୍ଟା ଭିତରେ ନୂଆ କଏଦୀଙ୍କର ମେଡିକାଲ ଟେଷ୍ଟ କରାଯାଉଛି…..ଏଚଆଇଭି ପଜିଟିଭ ଆସିଲେ ତାଙ୍କୁ ଅଲଗା ସେଲରେ ରଖାଯାଉଛି……ପ୍ରତ୍ୟେକ ଜେଲରେ କିଛି କିଛି ଏଚଆଇଭି ପଜିଟିଭ ଅଛନ୍ତି….. l
