ସନ୍ଥ ଶିରୋମଣି ଶ୍ରୀ ଗୁରୁରବି ଦାସ ଙ୍କ ୬୫୦ ତମ ଜନ୍ମ ଜୟନ୍ତୀରେ ପ୍ରସ୍ତୁତି
ସନ୍ଥ ଶିରୋମଣି ଶ୍ରୀ ଗୁରୁରବି ଦାସ ଙ୍କ ୬୫୦ ତମ ଜନ୍ମ ଜୟନ୍ତୀରେ ପ୍ରସ୍ତୁତି ବୈଠକ ରମ୍ଭା୨୮ /୦୭/୨୦୨୬ରିଖ ସୋମବାର ଦିବା ୧୧ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ବ୍ରହ୍ମପୁର ଠାରେ ସନ୍ଥ ଶିରୋମଣି ଶ୍ରୀ ଗୁରୁରବି ଦାସ ଙ୍କ ୬୫୦ ତମ ଜନ୍ମ ବାର୍ଷିକୀ ସମରସ ସଂକଳ୍ପ ଅଭିଯାନ ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ କିର୍ତ୍ତନ ଦସ ଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ଜିଲ୍ଲା କର୍ମଶାଳାରେ ମୁଖ୍ୟ ଅତିଥି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ କୁମାର ସାବତ, ସମ୍ମାନିତ ଅତିଥି ଜିଲ୍ଲା ସାଧାରଣ ସଂପାଦକ ଗୈାରୀଶଙ୍କର ସାମନ୍ତରାୟ, ମଞ୍ଚାସିନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ମୟାନନ୍ଦ ଦାସ ମହାପାତ୍ର, ସାଧାରଣ ସଂପାଦକ ପଦ୍ମଚରଣ ସାହୁ, ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ବନମାଳୀ ସେଠୀ ବ୍ରହ୍ମପୁର ବିଧାୟକ ପ୍ରତିନିଧି ପ୍ରଦୀପ ନାୟକ, ଗଞ୍ଜାମ ଜିଲ୍ଲା ଟୋଲି ସଦସ୍ୟ ସାଧାରଣ ସଂପାଦକ ସିଦ୍ଧାନ୍ତ ଗଙ୍ଗଦେଓ, ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର, ଉପସଭାପତି ରତ୍ନଗର୍ତ୍ତା ସରସ୍ବତୀ, Corporater ସବିତା ସାହୁ, କାର୍ଯ୍ୟକର୍ତ୍ତା ସନ୍ତସିନୀ ନାୟକ, ଭବାନୀ ରାଓ, ରବିବାରି ଦାସ, ତ୍ରିନାଥ ନାୟକ, ରାଜେନ୍ଦ୍ର ଦାସ, ସ୍ବାଧିନ ଦାସ, ଦଣ୍ଡପାଣି ଦାସ, ସରୋଜ ଦାସ,ଦୀପକ ବେହେରା, ସୁଶାନ୍ତ ଦାସ,ମଧୁ ସେଠୀ,ସିମାଞ୍ଚଳ ଦାସ, ହେମନ୍ତ ନାୟକ,କୁନାଲ ଦାସ,K . ସୁନୀତା,ପ୍ରଶ୍ନ କୁମାର ନାହାକ, ସନ୍ତୋଷ ଦାସ, ପ୍ରକାଶ ଦାସ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଓ ଦିଗପହଣ୍ଡି, ଚିକିଟି, ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବହୁ ପଦାଧିକାରୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ କିଭଳି ଭାବରେ ଆସନ୍ତା ତା-୨୯/୦୭/୨୦୨୬ରିଖ ଗୁରୁ ପୂର୍ଣ୍ଣିମା ଠାରୁ ବାରଣାସୀରୁ କଳସରେ ମାଟି ଆସିଲା ପରେ ମଣ୍ଡଳ ଶକ୍ତି କେନ୍ଦ୍ର ବୁଥ୍ ସ୍ତରରେ ମାଟି କଳସକୁ ପୂଜା କରି ଫେବ୍ରୁଆରୀ ୨୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଜିଲ୍ଲା ସାରା ସମସ୍ତ ମଣ୍ଡଳ ଓ ଶକ୍ତି କେନ୍ଦ୍ରରେ ସନ୍ଥ ଶିରୋମଣି ଶ୍ରୀ ଗୁରୁରବି ଦାସ ଙ୍କ ଫୋଟ ପୂଜା କରି ସନ୍ଥ ରବି ଦାସ ଙ୍କ ଜୀବନୀ କାହାଣୀ ଉପରେ ପ୍ରତ୍ୟେକ ମଣ୍ଡଳରେ ବୈଠକ କରି ବକ୍ତବ୍ୟ ରଖାଯାଇଥିଲା।
