ସାମ୍ବାଦିକ ସଂମିଳନି ଅନୁଷ୍ଠିତ

– ଜଗତସିଂହପୁର ସ୍ଥାନୀୟ ତରଡାପଡା ସ୍ଥିତ ସ୍ବୟଂସିଦ୍ଧା ସଂଗଠନ ତରଫରୁ ଅଧ୍ୟକ୍ଷ। ଶ୍ରୀମତୀ ଦମୟନ୍ତୀ ରାଉତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସଂମିଳନି ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି- ବିରଜା ପ୍ରସାଦ ଦାସ, ସଂପାଦକ- ନମିତା ମହାପାତ୍ର, କୋଷଦକ୍ଷ- ତ୍ରିନାଥ ମଲ୍ଲିକ, ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଆଗକୁ ଜିଲ୍ଲାରେ ଗରିବ ଅସହାୟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଶିଶୁ ମହିଳା ମାନଙ୍କୁ ସମସ୍ତେ ଏକତ୍ରିତ ହୋଇ ନ୍ୟାୟ ପ୍ରଦାନ କରିବା ସହିତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଓଡିଶାର କଣ ଅନୁକୋଣ ର ସବୁବ୍ୟକ୍ତି ମାନଙ୍କୁ ଆହ୍ୱାନ ଦେଇଥିଲେ । ଶେଷରେ ସଂଗଠନ ପକ୍ଷରୁ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ସଂଗଠିତ ହୋଇ କାମ କରିବକୁ ଅଧ୍ୟକ୍ଷ। କହିଥିଲେ l

Leave a Reply

Your email address will not be published. Required fields are marked *