ନୟାଗଡ ପାଇଁ ଗୌରବ
ନୟାଗଡ ପାଇଁ ଗୌରବ
ନୟାଗଡ ପ୍ରଜା ମଣ୍ଡଳ ମହାବିଦ୍ୟାଳୟର ପୂର୍ବତନ ଛାତ୍ରୀ ଓ ବର୍ତମାନ SKILL DEVELOPMENT INSTITUTE , ଭୁବନେଶ୍ୱର ରେ ପଢ଼ୁଥିବା ନୟାଗଡ ର ମାଙ୍କପାଲ୍ଲୀ ଗ୍ରାମର ବଳଭଦ୍ର ପଟ୍ଟନାୟକ ଙ୍କ କନ୍ୟା ବନ୍ଦନା ପଟ୍ଟନାୟକ
ନୂଆଦିଲ୍ଲୀ ରେ ଅନୁଷ୍ଠିତ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ 2026 ରେ ଉଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱୀକୃତିପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି |
ଭି.ବି.ୱାଇ.ଏଲ.ଡି 2026ର ଏକ ଜାତୀୟ ହାକାଥନ ପଦକ୍ଷେପ |
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ନୈଶ ଭୋଜନରେ ଯୋଗ ଦେବା ଅବସରରେ ଓଡିଶା କୁ କିପରି ଜାତୀୟ ସ୍ଥରରେ ଗୌରବାନ୍ୱିତ କରେଇବା ପାଇଁ ପ୍ରୋସ୍ଛାହିତ କରିଥିଲେ |
ନୟାଗଡ଼ ପ୍ରଜା ମଣ୍ଡଳ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ S.D.I, ଭୁବନେଶ୍ୱର ର ମୁଖ୍ୟ ଅଧିକାରୀ ତଥା ସମସ୍ତ କର୍ମକର୍ତା ମାନେ ବନ୍ଦନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
