୧୬ରୁ_ପୁରୀ_ନୋ_ଫ୍ଲାଇଂ_ଜୋନ୍
୧୬ରୁ_ପୁରୀ_ନୋ_ଫ୍ଲାଇଂ_ଜୋନ୍-ପୁରୀ ସହରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ-୧୬ ତାରିଖ ରଥଯାତ୍ରା ଠାରୁ ୨୭ ତାରିଖ ଯାଏଁ ନୋ ଫ୍ଲାଇଂ ଜୋନ୍-ପୁରୀ ସହରର ୫ କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା-ମାନବ ବିହୀନ ଏୟାରକ୍ରାଫ୍ଟ ଓ ଡ୍ରୋନ୍ ଉଡ଼ାଇବା ସଂପୂର୍ଣ୍ଣ ବାରଣ-ଆଦେଶ ଉଲ୍ଲଂଘନ କଲେ ଆଇନ୍ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ l
