ଅଦିନିଆ_ରଥ_ବନ୍ଦ_କରିବାକୁ_ସୁଦର୍ଶନଙ୍କ_ଅପିଲ୍
ଅଦିନିଆ_ରଥ_ବନ୍ଦ_କରିବାକୁ_ସୁଦର୍ଶନଙ୍କ_ଅପିଲ୍-ଅଦିନିଆ ରଥଯାତ୍ରାକୁ ନେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କ୍ଷୋଭ-ତୁରନ୍ତ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନକୁ ଅପିଲ୍ କଲେ ସୁଦର୍ଶନ-ଅଦିନିଆ ରଥଯାତ୍ରା ସାରା ବିଶ୍ବରେ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି-ଗଜପତିଙ୍କ ଅପିଲ୍କୁ ଇସ୍କନର ପ୍ରତ୍ୟାଖ୍ୟାନ ନେଇ ମଧ୍ୟ ଅସନ୍ତୋଷ ଝାଡ଼ିଲେ-କଥାବାର୍ତ୍ତା ପାଇଁ ରାସ୍ତା ଖୋଲା ରଖିବାକୁ ଇସ୍କନକୁ ଅନୁରୋଧ କଲେ-ମହାପ୍ରଭୁଙ୍କ ଶ୍ରଦ୍ଧାଳୁ ଭାବେ ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ l
