୮_ଦିନ_ମଧ୍ୟରେ_ଧାଡ଼ି_ଦର୍ଶନ.

#୮_ଦିନ_ମଧ୍ୟରେ_ଧାଡ଼ି_ଦର୍ଶନ-ପାଇଲଟ ରାମ୍ପ ମଡେଲର ସରିବ ନିର୍ମାଣ-ଆଇଆଇଟି ଭୁବନେଶ୍ୱର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ-୫ ମିନିଟ୍ ମଧ୍ୟରେ ଖୋଲା ଯାଇ ପୁଣି ବନ୍ଦ ହୋଇପାରିବ ଫୋଲ୍ଡିଂ ରାମ୍ପ-ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିଙ୍କୁ ଏହାକୁ ଦେଖାଯିବ-ଅନୁମତି ପାଇଲେ କାର୍ଯ୍ୟକ୍ଷମ ହେବ-ଖୁବଶୀଘ୍ର ୬ ଥାକିଆ ରାମ୍ପ ବ୍ୟବସ୍ଥା କରାଯିବ-୪ ମାସରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ

Leave a Reply

Your email address will not be published. Required fields are marked *