ରାହୁଲଙ୍କ ସହ ୨ ଜଣ ଙ୍କ ନାଁରେ_ମାମଲା

ରାହୁଲଙ୍କସହଜଣଙ୍କନାଁରେ_ମାମଲା

-ରାହୁଲ ଗାନ୍ଧୀ, ପପ୍ପୁ ଯାଦବ ଓ ଅଓ୍ବଧେଶ ପ୍ରସାଦଙ୍କ ନାଁରେ ମାମଲା
-ତିନି ନେତାଙ୍କ ବିରୋଧରେ ବାରାଣସୀରେ ମାମଲା ରୁଜୁ
-ସଂସଦ ଭବନ ଆଗରେ ପ୍ରଦର୍ଶନକୁ ନେଇ ମାମଲା ରୁଜୁ
-ରାମ ମନ୍ଦିର ଦାନ ଚୋରିକୁ ନେଇ ପ୍ରଦର୍ଶନ କରିଥିଲେ
-ପପ୍ପୁ ଯାଦବ ଗେରୁଆ ବସ୍ତ୍ର ପରିଧାନ କରି ପ୍ରଦର୍ଶନ କରିଥିଲେ
-ଅଭିନୟ ଜରିଆରେ ମନ୍ଦିର ଦାନ ଚୋରିକୁ ଦର୍ଶାଇବାକୁ ଚେଷ୍ଟା କରିଥିଲେ
-ଗେରୁଆ ବସ୍ତ୍ର ପରିଧାନ ପୂର୍ବକ ଚୋରିକୁ ଦର୍ଶାଯାଇଛି
-ଏନେଇ ବିଜେପି ସହ ଅନ୍ୟ କିଛି ଦଳ ଅଭିଯୋଗ ଆଣିଥିଲେ

Leave a Reply

Your email address will not be published. Required fields are marked *