ଆହୁରି_ଦୁଇ_ଦିନ_ବର୍ଷା

ଆହୁରି_ଦୁଇ_ଦିନ_ବର୍ଷା-ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଅବପାତ ଏବେ ସକ୍ରିୟ ରହିଛି-ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ସକ୍ରିୟ ରହିଛି-ଆସନ୍ତା ୨୪ ଘଣ୍ଟାରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା-ଉତ୍ତର ଛତିଶଗଡ଼ ଓ ଦକ୍ଷିଣ ଝାଡଖଣ୍ଡ ଦେଇ ଉପକୂଳ ଅତିକ୍ରମ କରିବା ସମ୍ଭାବନା-ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଆହୁରି ୨ ଦିନ ବର୍ଷାର ସମ୍ଭାବନା-ଆସନ୍ତା ୨୪ ଘଣ୍ଟା ଲାଗି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି-ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି l

Leave a Reply

Your email address will not be published. Required fields are marked *