ଜୟ ଶ୍ରୀରାମ ଧ୍ଵନି ରେ ପ୍ରକମ୍ପିତ ଗୋଲାମୁଣ୍ଡା ସହର
_ଜୟ ଶ୍ରୀରାମ ଧ୍ଵନି ରେ ପ୍ରକମ୍ପିତ ଗୋଲାମୁଣ୍ଡା ସହର | ଆଜି ପବିତ୍ର ରାମନବମୀ | ରାମନାରା ରେ କମ୍ପୁଛି ଗୋଲାମୁଣ୍ଡା ସହର |ଜୟ ଶ୍ରୀରାମ ଧ୍ଵନି ରେ ପ୍ରକମ୍ପିତ ହେଉଛି ଗାଁ ଦାଣ୍ଡ |ଗେରୁଆମୟ ହୋଇଉଠିଛି ଅଂଚଳ |ପୂଜା ପାଠ ସହ ଭାବମୟ ପରିବେଶ |ବାହାରିଛି ବିଶାଳ ନଗରୀକୀର୍ତନ ଯାହା କି ଗ୍ରାମରୁ ସହର ପର୍ଯ୍ୟନ୍ତ ପରିକ୍ରମା କରିବ |ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି |ଏହାକୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଉଛି |ବିଭିନ୍ନ ସମ୍ବେଦନଶିଳ ସ୍ଥାନ ରେ ପୋଲିସ ର ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି |
