ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

  • ତାଳଚେର,ଅନଗୁଳ- ତାଳଚେର ବାଇପାସ ସ୍ଥିତ ରେଙ୍ଗାଳୀ ଦକ୍ଷିଣ ପାର୍ଶ୍ଵ କେନାଲରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତକଙ୍କ ପରିଚୟ ମିଳିପାରିନାହିଁ ଘଟଣାସ୍ଥଳରେ ତାଳଚେର ସଦର ପୋଲିସ ଥାନା ଅଧିକାରୀ ଘଟଣା ସ୍ତରରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *