ତାଳଧ୍ୱଜ_ରଥର_ଦକ୍ଷିଣ_ମୋଡ଼ ସ୍ଥଗିତ
ତାଳଧ୍ୱଜ_ରଥର_ଦକ୍ଷିଣ_ମୋଡ଼_ସ୍ଥଗିତ-ପୁରୀରେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସ୍ଥଗିତ-ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ ସ୍ଥଗିତ ସୂଚନା-ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ବର୍ତ୍ତମାନ ସ୍ଥାନରେ ସ୍ଥଗିତ -କାଲି ନନ୍ଦିଘୋଷ ରଥ ସହ ଶରଧାବାଲି ଅଭିମୁଖେ ତାଳଧ୍ବଜ ଟଣାଯିବ-ସୁରକ୍ଷାବାହିନୀ ପକ୍ଷରୁ ସବୁ ରଥର ବର୍ତ୍ତମାନ ସ୍ଥାନରେ ବ୍ୟାରିକେଡିଂ ହେବ-ଆବଶ୍ୟକ ବ୍ୟାରିକେଡିଂ ଓ ସୁରକ୍ଷା ବ୍ୟବସ୍ଥା କରାଯିବ-ବଡ଼ଦାଣ୍ଡରେ ଯାତାୟାତ ସ୍ୱାଭାବିକ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ l
