ପୂର୍ବତଟ ରେଳପଥରେ AI ରୋବୋଟ୍‌_ସେବା

ପୂର୍ବତଟରେଳପଥରେAIରୋବୋଟ୍‌_ସେବା

-ପୂର୍ବ ତଟ ରେଳପଥରେ ଯୋଡ଼ି ହେଲା AI ରୋବୋଟିକ ସେବା
-ସେଫ୍ଟି, ସିକ୍ୟୁରିଟି, ସର୍ଭିଲାନ୍ସ ଉପରେ ଗୁରୁତ୍ୱ
-୪୦ ଲକ୍ଷ ଟଙ୍କାର AI ରୋବୋଟ୍‌ ଡି.ଏସ୍‌ସି ଅର୍ଜ୍ଜୁନ
-ଡି.ଏସ୍‌ସି ଅର୍ଜ୍ଜୁନରେ ଲାଗିଛି ୭ଟି ୩୬୦ ଡିଗ୍ରୀ କ୍ୟାମେରା
-ପ୍ରଥମ ପର୍ଯ୍ୟାୟରେ କାଲି ପୁରୀ ରେଲ ଷ୍ଟେସନରେ ବାହୁଡ଼ା ଯାଏଁ ରହିବ
-ପରେ ଭୁବନେଶ୍ୱର ଷ୍ଟେସନରେ ସ୍ଥାୟୀ ଭାବେ ରହିବ
-ଯାତ୍ରୀଙ୍କ ସୁରକ୍ଷା ଦିଗରେ ବଡ଼ ଭୂମିକା ଲିଭାଇବ AI ରୋବୋଟ୍

Leave a Reply

Your email address will not be published. Required fields are marked *