ସାଧୁସନ୍ଥଙ୍କ ସାମ୍ବାଦିକ ସମ୍ମିଳନୀ
ସାଧୁସନ୍ଥଙ୍କ ସାମ୍ବାଦିକ ସମ୍ମିଳନୀ ବାରିପଦା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତ ମାନଙ୍କ ଏକ ପ୍ରତିନିଧିଦଳ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହ ଜଗନ୍ନାଥ ସମ୍ପତ୍ତିର ପୁନଃଉଦ୍ଧା ପାଇଁ ବାରିପଦାରୁ ଭୂବନେଶ୍ବର ଚାଲିଚାଲି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ବାହାରି ଆଜି ଭଦ୍ରକରେ ପହଞ୍ଚି ସାମ୍ବାଦିକ ସମ୍ମିଳନୀରେ ଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଦାବି ଉପସ୍ଥାପିତ କରିଥିଲେ
