ହଳଦୀଗଡିଆ ଗ୍ରାମ ପଞ୍ଚାୟତର ସାତ ଟି ସରକାରୀ ପ୍ରକଳ୍ପ ଉଦ୍ଘାଟିତ
ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ହଳଦୀଗଡିଆ ଗ୍ରାମ ପଞ୍ଚାୟତ ଅଫିସ୍ ଗ୍ରୃହ, ମହିଳା ମିଶନ ଶକ୍ତି ଗ୍ରୃହ, କୃଷି ପରାମର୍ଶ କେନ୍ଦ୍ର ଗ୍ରୃହ କାର୍ଯ୍ୟାଳୟ, ପ୍ରାର୍ଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ, ମାର୍କେଟ କମ୍ପ୍ଲେକ୍ସ ଗ୍ରୃହ, ଆବର୍ଜନା ପରିଚାଳନା କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ସମସ୍ତ କାର୍ଯ୍ୟକ୍ରମ କୋରେଇ ବିଧାୟକ ଶ୍ରୀଯୁକ୍ତ ଅଶୋକ ବଳଙ୍କ କରକମଳ ରେ ଓ ଲୋକ ପ୍ରିୟ ସରପଞ୍ଚ ଶ୍ରୀଯୁକ୍ତ ଅନିଲ କୁମାର ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମାଞ୍ଚଳ ର ବିକାଶ ନିମିତ୍ତ ଡାକଘର, ଫେସିଲିଟି ସେଣ୍ଟର୍, ପଶୁ ଚିକିତ୍ସା କେନ୍ଦ୍ର, atm ଇତ୍ୟାଦି ସ୍ଥାପନ କରିବା ପାଇଁ ଚେଷ୍ଟିତ ହେବେ ବୋଲି ବିଧାୟକ ଓ ସରପଞ୍ଚ ମତ ପୋଷଣ କରିଛ
ଜ୍ୟୋତି ପ୍ରକାଶ ଭୂୟାଁ (reporter)
