ଭିଜିଲାନ୍ସ ଜାଲରେ ପୁରୀ ଜିଲା ଶିଳ୍ପ କେନ୍ଦ୍ରର ଆଇପିଓ ସିତାରାମ ସାହୁ

ଭିଜିଲାନ୍ସ ବିଭାଗ ପକ୍ଷରୁ ପୁରୀ କାର୍ଯ୍ୟାଳୟ ସମେତ ୫ଟି ଜାଗାରେ ଏକକାଳୀନ ଚଢ଼ାଉ କରାଯାଉଛି।ଏଥିରେ ଭୁବନେଶ୍ୱର ,ନୟାଗଡ଼ ସହ ପୁରୀ ସିଦ୍ଧମହାବୀର ବାସଭବନରେ ଚଢାଉ ଜାରି ରହିଛି ।ତେବେ ସିତାରାମଙ୍କୁ ଭିଜିଲାନ୍ସ ଆଣି ପଚରା ଉଚୁରା କରୁଛି ।ଏଥିରେ ଭିଜିଲାନ୍ସର ୮ଟି ଟିମରେ ୪ଜଣ ଡ଼ିଏସପି ,୫ ଜଣ ଇନ୍ସପେକ୍ଟର ଏହି ଚଢ଼ାଉ କରୁଛନ୍ତି । ଆୟ ବହିର୍ଭୁତ ସମ୍ପତି ଅଭିଯୋଗରେ ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *