ସୁଭଦ୍ରା ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଅନୁଷ୍ଠାନ
,, ଆଜି ଦେଖିବାକୁ ମୀଲୁଛି ସୁଭଦ୍ରା ଯୋଜନା ଉତ୍ସବ ଅନୁଷ୍ଠାନ କାର୍ଯ୍ୟ କର୍ମ ଦେଖିବାକୁ ମିଳିଥିଲା । ଏହି ଅନୁଷ୍ଠାନ ରେ 700 ରୁ 800 ସହ ମହିଳା ମାନେ ଆସିଛନ୍ତି। ରାଇଘର ବ୍ଲକ ଅଧିକାରୀ ବିଡ଼ିଓ ଓ ତହସିଲଦାର ରାଇଘର ବ୍ଲକ ର ଚିଆର ର୍ମେନ୍ ଗୁପତପ୍ରସାଦ ଝାନଙ୍କର ରାଇଘର ରୁ ଅନ୍ୟାନ୍ୟ ବେକ୍ତି ମାନେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପଞ୍ଚାୟତ ରାଇଘର ଅନ୍ତର୍ଗତ ରାଇଘର ଠାରେ ସୁଭଦ୍ରା ଯୋଜନା ଉତ୍ସବ ରେ ବହୁ ପରିମାଣ ସଂଖ୍ୟାରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମୀଲୁଛି। ଏହି ସଭା ଆରମ୍ଭ ହେଇଥିଲା ସକାଳ 9 ଟା ରୁ ନେଇ 2 ଦୂଇଟା ,ପ୍ରଯୋନ୍ତ ସଭା ହେଇଥିଲା ।ଏହି ସୁଭଦ୍ରା ଯୋଜନା ପାଇଁ ଗ୍ରାମ ସହରାଞ୍ଚଳ ମାଁ ମାଉସୀ ଦିଦୀ ମାନେ ବହୁତ ଖୁସି ଦେଖିବାକୁ ମୀଳିଛି।
