ଭଦ୍ରକ ଆରଡ଼ି ଛକ ଠାରେ ଖୋଲିଲା ସ୍ବଦେଶୀ ଷ୍ଟୋର
ଭଦ୍ରକ,୧୧/୧୨- ଭଦ୍ରକ ଆରଡ଼ି ଛକ ଠାରେ ଖୋଲିଲା ସ୍ବଦେଶୀ ଷ୍ଟୋର l ଏଠାରେ ପଞ୍ଚଗବ୍ୟଦି, ପଞ୍ଚକର୍ମ ଚିକତ୍ସା, ଯୋଗ ଚିକିସ୍ରା ସହ ସମସ୍ତ ପ୍ରକାର ଗୋ ଆଧାରିତ କୃଷି ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଭଦ୍ରକ ଜିଲ୍ଲା ସମରାଇପୁର (ଆରଡ଼ି ଛକ)ଠାରେ ସ୍ୱାସ୍ଥ୍ୟ ଉପରେ ଆଧାରିତ SWADESI ପଞ୍ଚଗାବ୍ୟ ଆରୋଗ୍ୟ କେନ୍ଦ୍ର ର ଶୁଭ ଉଦଘାଟନ ହୋଇଯାଇଛି, ଏହି ଉଦଘାଟନ ଦିବସ ଅବସରରେ ଉଦଘାଠକ ଭାବରେ ସମାଜସେବୀ ରାଜୁ ଅଗ୍ରୱାଲ ଏବଂ ତାଙ୍କର ଧର୍ମ ପତ୍ନୀ ବେଲା ଅଗ୍ରୱାଲ ଉପସ୍ଥିତ ହୋଇଥିଲେ ,ତାଙ୍କ ସହିତ ଗବ୍ୟ ସିଦ୍ଧ ଆମର ଅତି ଆଦରଣୀୟ ବଡଭାଇ ସୁମନ୍ତ ପ୍ରଧାନ ଭାଇ ,ସମାଜସେବୀ ଅଶୋକ ମହାନ୍ତି ଭାଇ,ଯୋଗ ଗୁରୁ ସଞ୍ଜୀବ ନାୟକ ଭାଇ ଏବଂ ଅନ୍ୟାନ୍ୟ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ , ସ୍ୱଦେଶୀ ପରିବାର ତରଫରୁ ବହୁ ମୂଲ୍ୟ ନଷ୍ଟ କରି ଆମ ସଂସ୍ଥା ସହିତ ଯୋଡି ହୋଇଥିବା ସମସ୍ତ ଗୁରୁଜନ,ଭାଇ ଓ ଭଉଣୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହିତ ତାଙ୍କ ପାଖରେ ସ୍ୱଦେଶୀ ପରିବାର ଚିରରୁଣୀ,ଆଗାମୀ ଦିନରେ ଆମ ସଂସ୍ଥା ସହ ଏହିପରି ଭାବରେ ଯୋଡି ହୋଇ ଆମକୁ ସହଯୋଗ କରିବାକୁ ହୃଦୟରୁ ଅନୁରୋଧ କରୁଛୁ ସ୍ୱଦେଶୀ ପରିବାର ସ୍ଥାନ – ଆରଡ଼ି ଛକ, ସମରାଇ ପୁର, ଭଦ୍ରକ।
Mob-9439067077,9853855394,
7009572274,9040241994
ରିପୋର୍ଟ- ପୁନିଲ୍ କୁମାର ସାମନ୍ତ, ଭଦ୍ରକ।
