ବଡ଼ ଆକ୍ସନ ହେବ
-NDA ସଂସଦୀୟ ଦଳ ବୈଠକରେ ନିଟ୍ ପ୍ରସଙ୍ଗରେ ଆଲୋଚନା
-ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ‘ମହାପାପ’ କହିଲେ ପ୍ରଧାନମନ୍ତ୍ରୀ ମୋଦି
-ମାମଲାରେ ଏବେ ଯାଏଁ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି
-ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ସମ୍ବେଦନଶୀଳ
-ଦୋଷୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
-ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍ ନହେବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
-ସମସ୍ତ ରାଜ୍ୟର ସହଯୋଗ ଲୋଡ଼ିଲେ PM ମୋଦି
