ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଅଭିଭାବକଙ୍କ ଧାରଣା
ହାଇସ୍କୁଲରୁ ଶିକ୍ଷକଙ୍କୁ ଅନତ୍ର ବଦଳି ପ୍ରତିବାଦରେ ଅଭିଭାବକଙ୍କ ମହଲରେ ଏବଂ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ସଭିଏଁ ସ୍କୁଲ ତାଲା ପକାଇ ଦେଇଥିଲେ, ପରବର୍ତ୍ତୀ ସମୟରେ ବିଓ ବୁଝା ସୁଝା କରିବା ପରେ ଫୋନ୍ ଯୋଗେ ଲୋକ ଧାରଣା ରୁ ଉଠିଥିଲେ, ଏ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ପାରାଢିପି ପଞ୍ଚାୟତ ଅଧିନରେ ଥିବା ବାଲଣ୍ଡା ହାଇସ୍କୁଲରେ, ସଠିକ୍ ଶୀକ୍ଷକ ନ ଥିବା ବେଳେ ଶୀକ୍ଷକ ବଦଳି ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।।
