ଛାତ୍ର_ନିଖୋଜକୁ_ନେଇ_ସ୍କୁଲରେ_ଉତ୍ତେଜନା
#ଛାତ୍ର_ନିଖୋଜକୁ_ନେଇ_ସ୍କୁଲରେ_ଉତ୍ତେଜନା-ବିଷମକଟକରେ ଛାତ୍ର ନିଖୋଜକୁ ନେଇ ହାଇସ୍କୁଲରେ ଉତ୍ତେଜନା-ଚନ୍ଦ୍ରପୁର ଡାଙ୍ଗସରଡା ହାଇସ୍କୁଲ ଆଗରେ ଉତ୍ତେଜନା-୩ ମାସ ହେଲା ଛାତ୍ରର ପତ୍ତାନମିଳିବାକୁ ନେଇ ଉତ୍ତେଜନା-ସ୍କୁଲ ଫାଟକରେ ତାଲା ପକାଇଲେ ଗ୍ରାମବାସୀଙ୍କ ସହ ପରିବାର-ଉତ୍ତ୍ୟକ୍ତ ଲୋକଙ୍କୁ କରୁଛି ବୁଝାସୁଝା କରୁଛି ପୋଲିସ l
