ଉଦଳା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ୮୦ ତମ ସ୍ୱାଧୀନ ଦିଵସ, ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ ହେଲା।

ଉଦଳା ତା ୧୫-୦୮-୨୬ ରିଖ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଙ୍କ ନେତୃତ୍ୱରେ ଦେଶର ୮୦ତମ ସ୍ୱାଧୀନ ଦିଵସ ପାଳିତ ହୋଇଯାଇଛି। ଦଳର ବରିଷ୍ଠ ନେତା ଶ୍ରୀ ନରେନ୍ଦ୍ର ମୋହନ ରାଉତ ଜାତୀୟ ପତାକା ଉତ୍ତୋଳନ କରି , ତାଙ୍କ ବକ୍ତବ୍ୟ ରେ କହିଥିଲେ କି, ଯେଉଁ ମହାନ ସଂଗ୍ରାମୀ ମାନଙ୍କର ତ୍ୟ।ଗ ପାଇଁ ଆଜି ଦେଶ ସ୍ୱାଧୀନ ହେଇଛି ତାଙ୍କୁ ମନେ ପକାଇବା ଏବଂ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା । ସହିତ ଆଗାମୀ ପିଢ଼ିକୁ ପ୍ରେରଣା ଦେବା। ଉକ୍ତ କାର୍ଯ୍ଯ କ୍ରମ ରେ ଦଳ ର ବରିଷ୍ଠ ନେତା ମନୋଜ କୁମାର ମହାନ୍ତି , ଅମିୟ କୁମାର ବଳ, ବନ ମାଳି ବେହେରା , ଗୋବିନ୍ଦ ଚନ୍ଦ୍ର ନାୟକ,ଶଶଧର ସ୍ବାଇଁ,ସୁଜିତ୍ ପୁଥ।ଳ, ଅରୁଣ କୁମାର ନାଏକ , କୃଷ୍ଣ ଚୈତନ୍ୟ ସଦୁଆଲ, ପ୍ରତାପ ବେହେରା, ଆଶିଷ କୁମାର ଦାସ,ବୀଣାକାର ମହାପାତ୍ର, ଶୈଳେଶ କୁମାର ବିଶ୍ୱାଳ, ଭବାନୀ ଶଙ୍କର ମହାନ୍ତ, ନାରୀ ନେତ୍ରୀ ଉର୍ମିଳା ନାୟକ, ଯମୁନା ହେମ୍ବ୍ରମ୍, ପଦ୍ମାବତୀ ପାତ୍ର, ସଂଯୁକ୍ତା ସୋରେନ ଏବଂ ବହୁ ନେତୃମଣ୍ଡଳୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *