ଭଦ୍ରକ ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଅମ୍ଳଜାନ ଉତ୍ପାଦନକାରୀ ଯନ୍ତ୍ର ପ୍ରଦାନ ସହ ବୃକ୍ଷରୋପଣ

ତିହିଡି ୫/୮ ;- ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସଭାପତି ରବିନାରାୟଣ ଖିଲାର, ତିହିଡି ବ୍ଲକ ଯାଦବ ମହାସଭାର ସଭାପତି ହରିସ ବାରିକଙ୍କ ନେତୃତ୍ୱରେ ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା, ଉପସଭାପତି ସଂଜୀବ ନାୟକ, ଶଶିକାନ୍ତ ଦାସ, ଜଗନ୍ନାଥ ନାୟକ, ଅମର ଦାସ, ସର୍ବେଶ୍ୱର ବେହେରା, ନରେନ୍ଦ୍ର ବାରିକ,ମନୋଜ ବେହେରା, ପ୍ରତାପ ମହାକୁଡ଼,ନାରାୟଣ ପୃଷ୍ଟି, ରତିକାନ୍ତ ମହାକୁଡ଼, ଅନିରୁଦ୍ଧ ବାରିକ, ରାମଚନ୍ଦ୍ର ଦାସ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ oxygen constretor machine ପ୍ରଦାନ କରାଯାଇଛି । ଯାଦବ ନେତା ଶୁଭଜିତ ପରିଡା, ସନ୍ତୋଷୀ ମା କମିଟିର ମୁଖ୍ୟ ପିତାମ୍ବର ପରିଡା, ବାସନ୍ତୀ ଲତା ପରିଡାଙ୍କ ସହଯୋଗରେ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଂ ପ୍ରଦୀପ ବେହେରା ଓ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅମର ନାୟକଙ୍କ ପରାମର୍ଶରେ ଏହି କାର୍ଯ୍ୟ କରାଯାଇଛି।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *