ପ୍ରଭୁ ଚଣ୍ଡେସ୍ୱର ଦେବଙ୍କ ପୀଠ ରେ ପୂର୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା– ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଓ ମହାମାରୀ କରନା ଦାଉରୁ ରକ୍ଷା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା କଲରା ଝର ଗ୍ରାମରେ ତିନି ଦିନ ଧରିପ୍ରଭୁ ଚଣ୍ଡେଶ୍ଵର ବାଲୁଙ୍କେ ସ୍ୱର ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ମନସ୍କାମନା ପୂର୍ଣ ନିମନ୍ତେ ଭକ୍ତ ମାନେ ବ୍ରତୀ ହୋଇଥାନ୍ତି ।ବାବା ଙ୍କ ପୀଠରେ ଆଜି ପୂର୍ଣ୍ଣାହୁତି ଏହି କାର୍ଯ୍ୟକ୍ରମ ରେ ବହୁ ଭକ୍ତ ଓ ମାନ୍ୟଗନ୍ୟ ବେକ୍ତି ଙ୍କ ସମାଗମ ହୋଇଥାଏ ।
ରିପୋର୍ଟ- ପ୍ରମୋଦ କୁମାର ମହାପାତ୍ର।
