ସାଳନ୍ଦୀ ନର୍ସିଂ ସ୍କୁଲ ର ବିଶ୍ବ ନର୍ସିଂ ଦିବସ

ଭଦ୍ରକ ଜିଲ୍ଲା ୱାର୍ଡ ନମ୍ବର ୭ ଶାଳନ୍ଦୀ ହସ୍ପିଟାଲ, ବିଶ୍ବ ନର୍ସିଂ ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଭଦ୍ରକ ର ପ୍ରିୟ ବିଧାୟକ ଶ୍ରୀ ଯୁକ୍ତ ଶିତାଶୁ ଶେଖର ମହାପାତ୍ର, ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଥିଲେ ଫୁଲ ଗୁଛ ଉତ୍ତରୀ ଦେଇ ସ୍ବାଗତ କରାଯାଇଥିଲା। ସାଳନ୍ଦୀ ନର୍ସିଂ ସ୍କୁଲ ର ମୁଖ୍ୟ ଉର୍ମିଳା ପାତ୍ର, ଅଂଶ ଗ୍ରହଣ କରି ଥିଲେ। ଛାତ୍ରୀ ମାନେ ସଂଗୀତ ଆକାର ରେ ସ୍ବାଗତ କରିଥିଲେ। ପ୍ରଭାସ କୁମାର ମହାନ୍ତି, କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ମାନ୍ୟବର ବିଧାୟକ ପିଲା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଶେଷ ରେ ସଭା ସମାପନ କରିଥିଲେ।

Leave a Reply

Your email address will not be published. Required fields are marked *