ଗିଡ଼ିପାବାଲି_ଭୂସ୍ଖଳନରେ_୨_ମୃତଦେହ_ଉଦ୍ଧାର

#ଗିଡ଼ିପାବାଲି_ଭୂସ୍ଖଳନରେ_୨_ମୃତଦେହ_ଉଦ୍ଧାର
-ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ୨ ମୃତଦେହ ଉଦ୍ଧାର
-ଏନେଇ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ
-ମୋଟ୍ ୨ ମୃତଦେହ ମିଳିଛି, ଉଭୟଙ୍କ ଚିହ୍ନଟ ସରିଛି
-ଆସନ୍ତାକାଲି ସଂଧ୍ୟା ସୁଦ୍ଧା ରେସ୍କ୍ୟୁ ଅପରେସନ ସରିବ
-ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆର୍‌ଏଫ୍ ସହ ରେଲୱେ ଟିମ୍ ନିୟୋଜିତ ଅଛନ୍ତି
-ରାସ୍ତା ନଥିବାରୁ କୌଣସି କ୍ରେନ୍ ଯାଇପାରିବନି- ଅଗ୍ନିଶମ ଡିଜି
-ବଡ଼ ବଡ଼ ପଥରଗୁଡ଼ିକୁ କଣ୍ଟ୍ରୋଲ ବ୍ଲାଷ୍ଟ ଦ୍ବାରା ହଟାଯିବ

Leave a Reply

Your email address will not be published. Required fields are marked *